ମିଡଲ Miḍala

  • ବୈଦେ. ବିଣ (ଇଂ. ମିଡ୍ଲ୍) — ମଧ୍ୟସ୍ଥ — Situated in the middle; intermediate
  • ବି — ମଧ୍ୟସ୍ଥଳ — Middle portion
  • ବି — [ଦ୍ର—ଏ ଶବ୍ଦ ଅନ୍ଯ ଅନ୍ଯ ଇଂରାଜି ଶବ୍ଦମାନଙ୍କ ସଙ୍ଗେ ବ୍ଯବହୃତ ହୁଏ; ଯଥା— ମିଡ୍ଲ୍ ଇଲିଶ୍, ମିଡ୍ଲ୍ ଭର୍ଣ୍ଣାକ୍ୟୁଲର୍ ଇତ୍ୟାଦି।]