ମିଠେଇଖିଆ Miṭṭhei khiā

  • ଦେ. ବି — ମିଷ୍ଟାନ୍ନ ଭୋଜନ — Eating of sweets
  • ଦେ. ବି — ଚାକର ଓ ବାଳକମାନଙ୍କୁ ମିଠାଇ ଖାଇବା ନିମନ୍ତେ ଦିଆ ଯିବା ପାରିତୋଷିକ ଧନ — Tips paid to servants or children for buying sweets with