ମିଡିଅମ୍ Miḍiam
- ବୈଦେ. ବିଣ (ଇଂ. ମିଡିଅମ୍) — ମଧ୍ୟମ ପ୍ରକାରର; ଯାହା ଉତ୍ତମ ନୁହେ କି ଅଧମ ନୁହେ — Medium
- ବୈଦେ. ବି — ଯେଉଁ ବ୍ଯକ୍ତିକୁ ମଧ୍ୟସ୍ଥରୂପେ ବ୍ଯବହାର କରାଯାଇ ଆଧୁନିକ ପ୍ରେତବିଜ୍ଞାନର ପନ୍ଥାଦ୍ୱାରା ମୃତ ବ୍ଯକ୍ତିଙ୍କ ପ୍ରେତାତ୍ମାମାନଙ୍କୁ ସଭାସ୍ଥଳକୁ ଆହ୍ୱାନ କରା— ଯାଏ — A spiritualistic medium (utilised by psychic methods to invoke the spirits of dead pesons.)
- ବୈଦେ. ବି — (ଛାପାଖାନା) ଡେମୀ କାଗଜ; ମଧ୍ୟଭଳିଆ ଆକାରର କାଗଜ — (printing) Meium or demy paper