ମିଠୁ ମିଆଁ Miṭhu miāñ
- ଦେ. ବି (ବ୍ୟଙ୍ଗ୍ୟ) — ଆତ୍ମପ୍ରଶଂସାକାରୀ ବ୍ଯକ୍ତି — Self—praising person
- ଦେ. ବି (ବ୍ୟଙ୍ଗ୍ୟ) — ମଧୁରଭାଷୀ ବ୍ଯକ୍ତି — A person with sweet or honeyed speech
- ଦେ. ବି (ବ୍ୟଙ୍ଗ୍ୟ) — ପରସ୍ପର ବିରୋଧୀ ଉଭୟ ପକ୍ଷ ସଙ୍ଗେ ମୌଖିକ ବନ୍ଧୁତା ରଖିବା ବ୍ଯକ୍ତି — A peson who affects friendship with both the contending parties