ମିଠାଇ Miṭhāi

  • ଦେ. କ୍ରି.—(ସଂ. ମିଷ୍ଟାନ୍ନ; ବା ମିଷ୍ଟକ) — ମିଷ୍ଟାନ୍ନ; ଖାଦ୍ୟ — Sweetmeat
  • ବିଣ. — ସୁମଷ୍ଟି; ମଧୁର — Sweet
  • ବିଣ. — [ଦ୍ର—ଆମ ଦେଶରେ ନାନା ପ୍ରକାର ମିଷ୍ଟାନ୍ନକୁ ପୂର୍ବେ ପିଠା ଓ କୋରା କୁହା ଯାଉଥିଲା। ଆଧୁନିକ ଯୁଗରେ ନିମ୍ନଲିଖିତ ନାନା ପ୍ରକାର ନବ୍ୟ ମିଷ୍ଟାନ୍ନ ପ୍ରଚଳିତ ହେଲାଣି। ଯଥା—ଲଡ଼ୁ, ଜି(ଝିଲି(ଲେ)ବି, ଗୁପ୍ ଚୁପ୍; ସନ୍ଦେଶ, କ୍ଷୀରମୋହନ, ଗୋଲାପଜାମୁ, ଗୁପ୍ ଚୁପ୍ ପାନ- ତୁଆ, ବୁନ୍ଦିଆ, କୋରା, ଝିଲି ବା କାନ୍ତି, ଡାଳିମ୍ବ। ଦେବତାଙ୍କୁ ଭୋଗ ଦିଆ ଯାଉଥିବା ନାନା ପ୍ରକାର ମିଷ୍ଟାନ୍ନର ନାନା ନାମ ଅଛି। ଆମ ଦେଶର ପିଠାମାନଙ୍କର ମଧ୍ୟ ନାନା ନାମ ଅଛି।]