ମିଠା ମାଛ Miṭhā māchha

  • ଦେ. ବି — ମଧୁର ମାଛ; ମଧୁର ଜଳପୂର୍ଣ୍ଣ ଜଳାଶୟରେ ଥିବା ମାଛ (ଯାହା ଲୁଣୀ ମାଛ ନୁହେ) — Fresh-water-fish
  • ଦେ. ବି — [ଦ୍ର—ମିଠା ମାଛ ଯଥା—ରୋହି, ଭାକୁଡ଼, ଚିତଳ ଆଦି। ଲୁଣୀ ମାଛ ଯଥା— ଡାହାଙ୍ଗୀରି, ଶାହାଳ, ଭେକଟା, ଇଲିଶୀ, ଫିରକ, ବାହାଲ, ଲୁଣୀ ଚିଙ୍ଗୁଡ଼ି। କେତେକ ଲୁଣୀ ମାଛ (ଯଥା—ଇଲିଶି, ଭେକଟା) ନଈ ମୁହାଣ ବାଟେ ସମୁଦ୍ରରୁ ନଈକୁ ଉଠି ଆସି ନଈଆଦିରେ ବିଚରଣ କରନ୍ତି।]