ମିଠା ଲାଗିବା Miṭhā lāgibā
- ଦେ. କ୍ରି — (କୌଣସି ବସ୍ତୁ) କୌଣସି ବ୍ଯକ୍ତିକୁ ସୁଆଦିଆ ବୋଧ ହେବା — To taste sweet (said of a sweet thing.)
- ଦେ. କ୍ରି — ମଧୁରତା ଦ୍ୱାରା ମନୁଷ୍ୟକୁ ମୋହିବା — To charm a person by sweetness
- ଦେ. ବି — ଉପଭୁକ୍ତ କୌଣସି ପଦାର୍ଥର ମିଷ୍ଟତା ପ୍ରତି ମନରେ ଲାଳସା ଜନ୍ମିବା — Craving after a thing arising out of the experience of its taste once enjoyed
- ଦେ. ବି — (ଯଥା—ଥରେ ଦୁଇଥର କଲିକତା ବହୁବଜାରର ସନ୍ଦେଶ ଖାଇ କରି ମୋ ମୁହଁରେ ସେ ସନ୍ଦେଶର ମିଠା ଲାଗି ଯାଇଛି।)