ମିଠା ଲଗେଇବା Miṭhā lageibā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ କୌଣସି ଦ୍ରବ୍ୟର ମିଷ୍ଟତା ଅନୁଭବ କରାଇବା ଦ୍ୱାରା ତତ୍ପ୍ରତି ତାହାର ଲାଳସା ଜନ୍ମାଇବା — To generate a hankering after a sweet thing in the mind of a person by causing him to taste it