ମିଞା Min̄ā
- ବୈଦେ. ବି. ପୁଂ (ଫା) — ମୁସଲମାନ୍ମାନଙ୍କର ସମ୍ମାନାର୍ଥକ ଉପାଧି ବିଶେଷ — A title of respect applied to Mahomedans
- ବୈଦେ. ବି. ପୁଂ (ଫା) — ମୁସଲମାନ୍ ବାଦସାହାଙ୍କ ଦରବାରରେ ମର୍ଯ୍ୟାଦାନ୍ୱିତ ବ୍ଯକ୍ତିଙ୍କ ଉପାଧି — A title of honoured persons in the courts of Mahomedan emperors
- ବୈଦେ. ବି. ପୁଂ (ଫା) — ମୁସଲମାନ୍ — Mahomedan