ମିଜାସ୍ପୁର୍ସୀ Mijās pur-sī
- ବୈଦେ. ବି. (ଆ. ମିଜାଜ+ଫା. ପୁର୍ସୀ; ତୁଳ. ପୃଚ୍ଛା; ଉର୍ଦ୍ଦ୍ୱରୁ ଅନୁକୃତ) — କୌଣସି ବ୍ଯକ୍ତିଙ୍କୁ ତାଙ୍କ ଶାରୀରିକ ଓ ମାନସିକ କୁଶଳ ସମ୍ବନ୍ଧେ ପ୍ରଶ୍ନ; ସ୍ୱାଗତ ପ୍ରଶ୍ନ; କୁଶଳ ପ୍ରଶ୍ନ — Questioning a person (whom one meets) as to his welfare in mind and body
- ବୈଦେ. ବି. (ଆ. ମିଜାଜ+ଫା. ପୁର୍ସୀ; ତୁଳ. ପୃଚ୍ଛା; ଉର୍ଦ୍ଦ୍ୱରୁ ଅନୁକୃତ) — [ଦ୍ର—କୌଣସି ବନ୍ଧୁକୁ ଭେଟିବା ବ୍ଯକ୍ତି ତାଙ୍କୁ ପଚାରନ୍ତି—ଆପଣଙ୍କର ସବୁ ମଙ୍ଗଳ ତ? ଏଥିରେ ଶାରୀରିକ ମଙ୍ଗଳ ଓ ମାନସିକ ଶାନ୍ତି ଉଭୟ ସମ୍ବନ୍ଧେ ପ୍ରଶ୍ନସୂଚିତ ହୁଏ । ଉର୍ଦ୍ଦୁଭାଷାରେ "ମିଜାଜ୍ ଶରୀଫ୍ ?"ପ୍ରଶ୍ନସୂଚକ ବାକ୍ୟର ବ୍ଯବହାର ଅଛି। ଏଥିର ଅର୍ଥ—ଆପଣଙ୍କ ମିଜାଜ୍ ବା ମନ ଭଲ ଅଛିଟି? ଅର୍ଥାତ୍ ଆପଣଙ୍କର ଶାରୀରିକ ଓ ମାନସିକ କୁଶଳ ତ?]