ମିଞାଜୀ ଟ୍ରେନିଙ୍ଗ୍ ସ୍କୁଲ୍ Min̄ājī ṭreniṅgskul

  • ବୈଦେ. ବି — ମକ୍ତବ୍ ବା ମୁସଲମାନୀ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷକମାନେ ଯେଉଁ ବିଦ୍ୟାଳୟରେ ତାଲିମ୍ ହୁଅନ୍ତି — A training school for primary teachers for Mahomedan schools
  • ବୈଦେ. ବି — [ଦ୍ର—ଓଡ଼ିଆ ପ୍ରାଥମିକ ବିଦ୍ୟାଳୟର ଓଡ଼ିଆ ଶିକ୍ଷକଙ୍କୁ ଗୁରୁ ବୋଲାଯାଏ ଓ ଉଚ୍ଚଶ୍ରେଣୀୟ ବିଦ୍ୟାଳୟର ଓଡ଼ିଆ ଶିକ୍ଷକଙ୍କୁ ପଣ୍ଡିତ ବୋଲାଯାଏ। ମୁସଲମାନୀ ପ୍ରାଥମିକ ବିଦ୍ୟାଳୟ (ମକ୍ତବ୍) ଶିକ୍ଷକଙ୍କୁ ମିଆଁଜୀ ଓ ଉଚ୍ଚଶ୍ରେଣୀୟ (ମଦ୍ରାସା)ର ଶିକ୍ଷକଙ୍କୁ ମୌଲବୀ ବୋଲାଯାଏ। ଏହି ଦୁଇ ଶ୍ରେଣୀର ମୁସଲ୍ମାନ୍ ଶିକ୍ଷମାନଙ୍କୁ ଯେଉଁ ବିଦ୍ୟାଳୟରେ ତାଲିମ୍ କରାଯାଏ ତାହା ଯଥାକ୍ରମେ ମିଆଁଜୀ ଟ୍ରେନିଙ୍ଗ୍ ସ୍କୁଲ ଓ ମୌଲବୀ ଟ୍ରେନିଙ୍ଗ୍ ସ୍କୁଲ୍ ନାମରେ ବିଦିତ।]