ମିଜ୍ରାବ୍ Mij-rāb

  • ଦେ. ବି. (ଆ) — ସୀତାର ବଜାଇବା ପାଇଁ ଆଙ୍ଗୁଠିରେ ପିନ୍ଧାଯିବା ତାରର କୋଣବିଶିଷ୍ଟ ମୁଦିଆ — A striker made of iron wire wherewith to play upon the guitar; a pointed wire-ring put on the index finger like a cap to strike the strings of a guitar