ମିଜାଜି Mijāji

  • ବୈଦେ. ବିଣ. (ଫା) — ଏକଗୁୟାଁ; ଗୁଆଁର — Headstrong
  • ବୈଦେ. ବିଣ. (ଫା) — ଖିଆଲୀ — Whimsical
  • ବୈଦେ. ବିଣ. (ଫା) — (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୁଏ, ଯଥା—ବଦ୍ମିଜାଜୀ, ଖୁସ୍ମିଜାଜୀ)—ଅମୁକ ପ୍ରକୃତି ବିଶିଷ୍ଟ — Natured; having such and such a nature