ମିଛୁଆ ବନିବା Michhuā banibā
- ଦେ. କ୍ରି — ନିଜର କଥାର ଅସତ୍ୟତା ପ୍ରମାଣିତ ହେବାଦ୍ୱାରା ମିଥ୍ୟାବାଦୀ ପ୍ରତିପନ୍ନ ହେବା; ନିଜର କଥା ଫଳରେ ନ ଘଟିବା ଯୋଗୁଁ ଅପ୍ରସ୍ତୁତ ହେବା — To have one's report turn out not be true
- ଦେ. କ୍ରି — ନିଜର ପ୍ରତିଶ୍ରୁତି ରକ୍ଷା କରିବାକୁ ଅସମର୍ଥ ହେବା — Not to be true to one's promise