ମିଛୁରା Michhurā

  • ଦେ. ବିଣ — ମିଥ୍ୟାବାଦୀ — Lying; given to lying; speaking falsehood
  • ଦେ. ବିଣ — [ଉ—ଖଚୁଆ ମିଛୁଆ ଲୋକେ ଶିରପା ପାଇବେ—ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା।]