ମିଜାଜ୍ ଖରାପ ହେବା Mijāj kharāpa hebā

  • ଦେ. ବି. (ଆ. ମିଜାଜ୍+ଖରାବ୍) — ବିରକ୍ତି ଜନ୍ମିବା — Having a feeling of displeasure
  • ଦେ. ବି. (ଆ. ମିଜାଜ୍+ଖରାବ୍) — ମସ୍ତିଷ୍କର ବିକୃତି ଘଟିବା — Derangement of mind