ମାହେ Māhe

  • ଦେ. ଅ (କଚିରିଆ)—(ଆ—ମାହ୍=ମାସ) — ଅମୁକ ମାସରେ — In the month of
  • ଦେ. ଅ (କଚିରିଆ)—(ଆ—ମାହ୍=ମାସ) — [ଦ୍ର—ପତ୍ର ଓ ଦଲୀଲ ଆଦିରେ ମାସର ନାମ ପୂର୍ବରେ 'ମାହେ' ଶବ୍ଦ ବ୍ଯବହୃତ ହୁଏ। ଯଥା—ମାହେ ମୀନ 10 ଦିନ; ମାହେ ଚୈତ୍ର 10 ଦିନ; ମାହେ ମାର୍ଚ୍ଚ 28 ତାରିଖ—ଅର୍ଥ ମୀନ ମାସର 10 ମ ଦିନ ଇତ୍ୟାଦି।] — [ଦ୍ର—ପତ୍ର ଓ ଦଲୀଲ ଆଦିରେ ମାସର ନାମ ପୂର୍ବରେ 'ମାହେ' ଶବ୍ଦ ବ୍ଯବହୃତ ହୁଏ ଯଥା—ମାହେ ମୀନ10ଦିନ; ମାହେ ଚୈତ୍ର10ଦିନ; ମାହେ ମାର୍ଚ୍ଚ28ତାରିଖ—ଅର୍ଥ ମୀନ ମାସର10ମ ଦିନ ଇତ୍ୟାଦି]
  • ଦେ. ବି — ମାହି (ଦେଖ) — Māhi (See)