ମାହୁଁନ୍ତ Māhuñnta
- ଦେ. ବି (ସଂ. ମହାପାତ୍ର) — ହସ୍ତିଚାଳକ — The driver of an elephant
- ଦେ. ବି (ସଂ. ମହାପାତ୍ର) — (ଉ—ଦଶ ଭାର ସ୍ୱର୍ଣ୍ଣର ସହସ୍ରେମତ୍ତହସ୍ତୀ ମାହୁତମାନେ ତହିଁ ବସି ଯେ ଅଛନ୍ତି— କୃଷ୍ଣସିଂହ ମହାଭାରତ ଆଦି।)
- ଦେ. ବି (ସଂ. ମହାପାତ୍ର) — ଗଜା— ରୋହୀ ସୈନ୍ୟ — A warrior carried on the back of an elephant
- ଦେ. ବି (ସଂ. ମହାପାତ୍ର) — କ୍ଷତ୍ରିୟଙ୍କ ବଂଶୋ— ପାଧିବିଶେଷ—ଜଗବନ୍ଧୁ ପ୍ରାଚୀନ ଉତ୍କଳ) — A family title of the Kshatriyas