ମାହିଷ୍ମତୀ Māhishmatī

  • ସଂ. ବି. ସ୍ତ୍ରୀ — ରାଜା ଶିଶୁପାଳଙ୍କ ରାଜଧାନୀ; ନର୍ମଦାତୀରସ୍ଥ ନଗରୀ ବିଶେଷ (ଏହାର ବର୍ତ୍ତମାନ ନାମ ଚୁଲିମହେଶ୍ୱର) — Ancient capital of king Ṡiṡupāḻa on the bank of the Nerbudda river