ମାହିଷିକ Māhishika

  • ସଂ. ବି. ପୁଂ (ମହିଷୀ+ଇକ) — ଭ୍ରଷ୍ଟା ସ୍ତ୍ରୀ ପ୍ରତି ଅନୁରକ୍ତ ସ୍ୱାମୀ — A husband attached to a corrupted wife; cuckold
  • ସଂ. ବି. ପୁଂ (ମହିଷୀ+ଇକ) — ଭଗ— ଦ୍ୱାରୋପାର୍ଜିତ ସ୍ତ୍ରୀଧନୋପଜୀବୀ — Living on the earnings of a wife's adultery