ମାହିଷ Māhisha

  • ସଂ. ବିଣ (ମହିଷ+ସମ୍ବନ୍ଧାର୍ଥେ. ଅ) — ମହିଷସମ୍ବନ୍ଧୀୟ — Relating to buffalo
  • ସଂ. ବିଣ (ମହିଷ+ସମ୍ବନ୍ଧାର୍ଥେ. ଅ) — ମହିଷଠାରୁ ପ୍ରାପ୍ତ — Got from a buffalo
  • ସଂ. ବିଣ (ମହିଷ+ସମ୍ବନ୍ଧାର୍ଥେ. ଅ) — (ଯଥା—ମାହିଷ ଘୃତ, ମାହିଷ ଦଧି, ମାହିଷ ଦୁଗ୍ଧ।)