ମାଷ୍ଟର Māshṭara

  • ବୈଦେ. ବି—(ଇଂ ମାଷ୍ଟର୍) — ଶିକ୍ଷକ; ବିଦ୍ୟାଳୟ ଗୁରୁ — A teacher; tutor; master
  • ବୈଦେ. ବି—(ଇଂ ମାଷ୍ଟର୍) — [ଦ୍ର—ଏ ଶବ୍ଦ ଇଂରାଜି ପଢ଼ାଇବା ଶିକ୍ଷକଙ୍କ ପ୍ରତି ବ୍ଯବହୃତ ହୁଏ। ଦେଶୀୟ ଦ୍ଭାଷାର ଓ ସଂସ୍କୃତର ଶିକ୍ଷକଙ୍କୁ ପଣ୍ଡିତ ଓ ଉର୍ଦ୍ଦୁ ପଢ଼ାଇବା ଶିକ୍ଷକଙ୍କୁ ମୌଲବୀ ବା ଆଖୁନ୍ କହନ୍ତି।]