ମାଷ୍ଟୋ ଡନ୍ Māshṭoḍan

  • ଦେ. ବି (ଇଂ. ମାଷ୍ଟୋଡନ୍) — ପୃଥିବୀର ପୁରାକାଳର ବୃହତ୍ ହସ୍ତୀଜାତୀୟ ଜୀବ— ବିଶେଷ (ବର୍ତ୍ତମାନ ନାହାନ୍ତି) — Mastodon
  • ଦେ. ବି (ଇଂ. ମାଷ୍ଟୋଡନ୍) — [ଦ୍ର—ଏ ଜୀବ ବର୍ତ୍ତମାନ ପୃଥିବୀରୁ ଲୁପ୍ତ ହୋଇ— ଅଛନ୍ତି ଓ ଏମାନଙ୍କ କଙ୍କାଳ ଭୂଗର୍ଭରୁ ମିଳୁଅଛି।]