ମାଷାଦ Māshāda

  • ସଂ. ବିଣ. ପୁଂ—(ମାଷ+ଅଦ୍ ଧାତୁ=ଭକ୍ଷଣ କରିବା+କର୍ତ୍ତୃ ଅ) — ବ୍ରୀହି ଭକ୍ଷଣକାରୀ — Eating the Phase lua bean
  • ସଂ. ବି — କଚ୍ଛପ — Tortoise