ମାଷ ପର୍ଣ୍ଣୀ Māsha parṇṇī

  • ସଂ. ବି—(ମାଷ+ପର୍ଣ୍ଣ+ଇନ୍) — ଶିମ୍ବାଦିବର୍ଗର ବନ୍ୟ ଲତା ବିଶେଷ — A wild creeper of the bean species; Grangea Madrasspatna; Teramuns labialis
  • ସଂ. ବି—(ମାଷ+ପର୍ଣ୍ଣ+ଇନ୍) — [ଦ୍ର—ଏହାର ପତ୍ର ତ୍ରିପର୍ଣ୍ଣ ଓ ପତ୍ରର ପୃଷ୍ଠଦେଶ ଘନ ଲୋମଶ; ଫୁଲ ଆନୀଳ ରକ୍ତ। ଏହା କଫକାରକ ଓ ଧାରକ ଓ ଶୁକ୍ରବର୍ଦ୍ଧକ। ଏହା ଶୋଥ, ବାୟୁ, ପିତ୍ତ, ଜର ଓ ରକ୍ତଦୋଷ ନାଶକ। ଏହା ମାଷଜାତୀୟ ବନ୍ୟ ଶସ୍ୟ।]