ମାଲ ପଥର Māla pathara
- ଦେ. ବି (ସଂ. ମଲ୍ଲ+ପ୍ରସ୍ତର, ତୁଳ. ଫା. ମାଲ୍) — ମଲ୍ଲମାନଙ୍କର ଭାରି ବସ୍ତୁ ଉଠାଇବାର ଶକ୍ତି ପରୀକ୍ଷା କରିବା ପାଇଁ ବ୍ଯବହୃତ କେନ୍ଦ୍ରରେ ଛିଦ୍ର ବା ବେଣ୍ଟଥିବା ବଡ଼ ଗୋଲ ଓ ଖୁବ୍ ଭାରି ପଥର — A big circular very heavy stone with a hole or handle in the middle which is used for testing heavy-weight lifting capacity of athletes