ମାଲ ଜମାଇବା Māla jamāibā

  • ଦେ. କ୍ରି — ପଣ୍ୟ ଦ୍ରବ୍ୟ ଏକତ୍ର କରିବା — To gather up commodities; to stock articles
  • ଦେ. କ୍ରି — ଧନ ସଞ୍ଚୟ କରିବା — To amass riches