ମାଲ ଜାମିନ Māl jāmin

  • ବୈଦେ. ବି (ଫା)—(କଚିରିଆ) — ପର ନିମନ୍ତେ ଧନ ଦାଖଲ କରି ହେବା ଜାମିନ୍ ବା ପ୍ରତି— ଭୂତ୍ୱ — Standing security for another by depositing cash
  • ବୈଦେ. ବି (ଫା)—(କଚିରିଆ) — ସଂପତ୍ତି ରକ୍ଷା ପାଇଁ ଜିମାଦାରଙ୍କକ ଦ୍ୱାରା ଦିଆଯିବା ଜାମିନ୍ — Security given for the safe custody of a property