ମାଲ ମତା Māla matā
- ଦେ. ବି (ଆ. ମାଲ+ସଂ. ମାତ୍ରା=ଧନ) — ଚଳନ୍ତି ସଂପତ୍ତି ଓ ଟଙ୍କା କଉଡ଼ି — Moveable properties and cash
- ଦେ. ବି (ଆ. ମାଲ+ସଂ. ମାତ୍ରା=ଧନ) — ମୂଲ୍ୟ ବାନ୍ ଦ୍ରବ୍ୟ — Precious things or articles
- ଦେ. ବି (ଆ. ମାଲ+ସଂ. ମାତ୍ରା=ଧନ) — (ଉ—ଜମାଦାର ଘରେ ପଶି ମାଲମତାଗୁଡାକ ବହି ଆଣି ଦାଣ୍ଡରେ ଜମା କରୁଅଛନ୍ତି। ଫକୀରମୋହନ ଛମାଣ ଆଠଗୁଣ୍ଠ।)