ମାଲ ଯୁଦ୍ଧ Māla j̄uddha

  • ଦେ. ବି. (ସଂ. ମଲ୍ଲଯୁଦ୍ଧ) — ବାହୁ ଯୁଦ୍ଧ — Wrestling
  • ଦେ. ବି. (ସଂ. ମଲ୍ଲଯୁଦ୍ଧ) — (ଉ—ନିକଟେ ମିଳି ଘୋର ନାଦେ, ଯୁଦ୍ଧ କରନ୍ତି ମାଲ ଯୁଦ୍ଧେ। ଜଗନ୍ନାଥ. ଭାଗବତ।)