ମାର୍ଜ Mārja

  • ସଂ. ବି. ପୁଂ (ମାର୍ଜ ଧାତୁ+କର୍ତ୍ତୃ. ଅ) — ଧୋବା; ରଜକ (ହି. ଶ) — Washerman
  • ସଂ. ବି. ପୁଂ (ମାର୍ଜ ଧାତୁ+କର୍ତ୍ତୃ. ଅ) — ବିଷ୍ଣୁ (ହି. ଶ) — Bishṇu
  • ସଂ. ବି. ପୁଂ (ମାର୍ଜ ଧାତୁ+କର୍ତ୍ତୃ. ଅ) — (+ଭାବ. ଅ) ମାର୍ଜନ (ଦେଖ) — Mārjana (See)