ମାର୍ଜନା Mārjanā
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ପରିଷ୍କାର କରଣ — Cleansing
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ମାଜିବା — Scouring; rubbing; polishing
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ସ୍ନାନ — Washing; bath
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ଦୋଷ ଆଦିର କ୍ଷମା — Forgiving of a fault; pardon
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ମୃଦ- ଙ୍ଗର ଧ୍ୱନି — Sound of drum
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ପୋଛିବା — Wiping; rubbing off
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ଲିଭାଇବା — Effacing; wiping away
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ହଳଦୀ; ତେଲ ଆଦି ବୋଳି ଦେହକୁ ସଫା କରିବା — Cleansing the body by rubbing it with unguents
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ଆଙ୍ଗୁଠିଦ୍ୱାରା ବା କୁଶାଗ୍ରଦ୍ୱାରା ଦେହରେ ଜଳ ଛିଞ୍ଚିବା — Sprinkling the person with water by means of the hand or a blade of Kuṡa grass
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — ବିଶୁଦ୍ଧୀ- କରଣ — Purification; refining
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — (ଆଧୁନିକ) ଦେଶକାଳପାତ୍ର ଅନୁସାରେ ସମାଜର ଦୋଷ ମାନଙ୍କ ଦୂରୀକରଣ — (modern use) Reformation of Society; social reform
- ସଂ. ବି (ମାର୍ଜ. ଧାତୁ+ଭବ. ଅନ+ଆ) — [ଦ୍ର— ଏଥିର ଅପଭ୍ରଂଶ ମାଜଣା।]