ମାର୍ଚ Mārrch
- ବୈଦେ. ବି. (ଇଂ) — ଇଂରାଜୀ ଗଣନାର ତୃତୀୟ ମାସ (ଫାଲ୍ଗୁନ—ଚୈତ୍ର) — The month of March
- ବୈଦେ. ବି. (ଇଂ) — ପାଦ ଦ୍ୱାରା ଗତି କରିବା କ୍ରିୟା — Marching
- ବୈଦେ. ବି. (ଇଂ) — ସେନାମାନଙ୍କ ନିୟନ୍ତ୍ରିତ ଗତି — The march of soldiers
- ବୈଦେ. ବି. (ଇଂ) — [ଦ୍ର—ବାଳକମାନଙ୍କୁ ବିଦ୍ୟାଳୟରେ ଡ୍ରିଲ୍ — (Drill)ବା ସୈନିକ ବିଦ୍ଯା ଶିକ୍ଷା ଦେବାରେQuick march(କ୍ୱିକ୍ ମାର୍ଚ୍ଚ)=ଚଞ୍ଚଳ ଗତି;Slow march(ସ୍ଳୋ ମାର୍ଚ୍ଚ)=ଧୀର ଗତିDouble marchଡବଲ୍ ମାର୍ଚ୍ଚ) ଖୁବ୍ ଚଞ୍ଚଳ ଚାଲିବା ଆଦି ଇଂରାଜି ଡାକମାନ ବ୍ଯବହୃତ ହୁଏ]