ମାର୍ଗିତ Mārgita

  • ସଂ. ବିଣ. (ମୃଗ୍ ଧାତୁ ଣିଚ୍=ମାର୍ଗି ଧାତୁ+କର୍ମ. ତ) — ଅନ୍ୱିଷ୍ଟ — Searched for
  • ସଂ. ବିଣ. (ମୃଗ୍ ଧାତୁ ଣିଚ୍=ମାର୍ଗି ଧାତୁ+କର୍ମ. ତ) — ପ୍ରାର୍ଥିତ — Prayed for; wished for
  • ସଂ. ବିଣ. (ମୃଗ୍ ଧାତୁ ଣିଚ୍=ମାର୍ଗି ଧାତୁ+କର୍ମ. ତ) — ଅନୁଧାବିତ — Pursued