ମାର୍ଜନୀୟ Mārjanīya
- ସଂ. ବିଣ (ମାର୍ଜ. ଧାତୁ+କର୍ମ. ଅନୀୟ) — କ୍ଷମଣୀୟ; କ୍ଷମାର୍ହ — Excusable; fit to be forgiven; pardonable
- ସଂ. ବିଣ (ମାର୍ଜ. ଧାତୁ+କର୍ମ. ଅନୀୟ) — ପରିଷ୍କୃତ ହେବା ଯୋଗ୍ୟ — Fit to be cleansed
- ସଂ. ବିଣ (ମାର୍ଜ. ଧାତୁ+କର୍ମ. ଅନୀୟ) — ଘଷିବାର ଯୋଗ୍ୟ — Fit or requiring to be brushed or rubbed
- ସଂ. ବି — ଅଗ୍ନି (ହି. ଶ) — Fire