ମାର୍ଗ Mārga
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — ପଥ; ବର୍ତ୍ତ୍ମ; ବାଟ — Way; road; passage
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — (ମୃଜ୍ ଧାତୁ=ଶୁଦ୍ଧ କରିବା+କର୍ମ. ଅ)— ମଳଦ୍ୱାର; ଗୁହ୍ୟ; ପାୟୁ — Anus
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — (ମାର୍ଗ ଧାତୁ=ଗମନ କରିବା; ଅନ୍ୱେଷଣ କରିବା+ଭାବ. ଅ) ଅନ୍ୱେଷଣ — Searching
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — ଗବେଷଣା — Enquiry
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — (ମୃଗ=ମୃଗଶିରା ନକ୍ଷତ୍ର+ ଯୁକ୍ତାର୍ଥେ. ଅ) ମୃଗଶିରା ନକ୍ଷତ୍ର ଯୁକ୍ତ ମାର୍ଗଶିର ମାସ — The month of Mārgaṡira
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — ମୃଗଶିରା ନକ୍ଷତ୍ର — Name of the 4th asterism
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — (ମୃଗ+ଜାତାର୍ଥେ. ଅ) ମୃଗନାଭୀ; କସ୍ତୁରୀ — Musk
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — ବିଷ୍ଣୁ — Bishṇu
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — କାଠକୁ କରତରେ ଚିରିବାବେଳେ କରତଦ୍ୱାରା କାଠରେ ଯେଉଁ ମାର୍ଗ ବା ଗାର ପଡ଼େ — A line or mark left on a timber by the saw passing through it; the passage left by the saw along a timber
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — (ଲକ୍ଷଣାର୍ଥ) ମନୁଷ୍ୟର ଆଚରିତ ପନ୍ଥା — (figurative) The way of one's conduct
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — ପ୍ରକାର; ନିର୍ଦ୍ଦିଷ୍ଟ ଉପାୟ — Mode; means
- ସଂ. ବି (ମୃଗ୍ ଧାତୁ=ଅନ୍ୱେଷଣ କରିବା+କର୍ମ. ଅ) — ମାର୍ଗ ବିଦ୍ଯା 1 (ଦେଖ) — ମାର୍ଗ ବିଦ୍ଯା1(ଦେଖ)—. Mārga bidyā 1 (See)