ମାର୍କ୍ Mārk
- ବୈଦେ. ବି. (ଇଂ) — ପରୀକ୍ଷାରେ ଛାତ୍ର ପାଇଥିବା ନମ୍ବର୍ — Marks obtained by an examinee
- ବୈଦେ. ବି. (ଇଂ) — ବିଭିନ୍ନତାଜ୍ଞାପକ ଚିହ୍ନ — Distinctive mark
- ବୈଦେ. ବି. (ଇଂ) — [ଦ୍ର—ଏହି ଶବ୍ଦବିଶିଷ୍ଟ ଅନ୍ଯ କେତେକ ଇଂରାଜି ଶବ୍ଦ ମଧ୍ୟ ଭାଷାରେ ଚଳିଲାଣି ଯଥା; ଗ୍ରେସ୍ ମାର୍କ, ଟ୍ରେଡ଼୍ ମାର୍କ, ଇତ୍ୟାଦି)
- ଦେ. ବି — ମାରକ (ଦେଖ) — Māraka (See)
- ସଂ. ବି — ଭୃଙ୍ଗରାଜ (ଦେଖ) (ହି. ଶ.) — Bhṛuṅgarāja (See)