ମାର୍ଗ (ଧାତୁ) Mārg (root)

  • ସଂ — ପ୍ରସ୍ତୁତ କରିବା — To prepare
  • ସଂ — ଗମନ କରିବା — To go
  • ସଂ — ପଥ ପ୍ରସ୍ତୁତ କରିବା — To construct a road
  • ସଂ — ତୀରରେ ବା ବାଣରେ ପକ୍ଷ ବସାଇବା — To feather an arrow
  • ସଂ — ଅନ୍ୱେଷଣ କରିବା — To search