ମାର୍ଖୋର୍ Mār khor
- ବୈଦେ. ବି (ଫା) — କାଶ୍ମୀର ଓ ଆଫଗାନି ସ୍ଥାନର ଏକ ପ୍ରକାର ବଡ଼ ମେଣ୍ଢା — A kind of big sheep found in Kashmeer
- ବୈଦେ. ବି (ଫା) — [ଦ୍ର— ଏ ଛେଳି ଉଚ୍ଚତାରେ 2। 3 । ହାତ ବଢ଼ାନ୍ତି; ଋତୁ ଅନୁସାରେ ଏମାନଙ୍କ ଦେହର ବର୍ଣ୍ଣ ବଦଳେ। ଏମାନଙ୍କ ଶିଂଘ ମୁଣ୍ଡ ଭିତରେ ପ୍ରାୟ ଲୁଚି ରହିଥାଏ। ଏମାନଙ୍କ ଦାଢ଼ି ଖୁବ୍ ଲମ୍ବ ଓ ଘନ।] — [ଦ୍ର— ଏ ଛେଳି ଉଚ୍ଚତାରେ2 3 ହାତ ବଢ଼ାନ୍ତି; ଋତୁ ଅନୁସାରେ ଏମାନଙ୍କ ଦେହର ବର୍ଣ୍ଣ ବଦଳେ ଏମାନଙ୍କ ଶିଂଘ ମୁଣ୍ଡ ଭିତରେ ପ୍ରାୟ ଲୁଚି ରହିଥାଏ ଏମାନଙ୍କ ଦାଢ଼ି ଖୁବ୍ ଲମ୍ବ ଓ ଘନ]