ମାରେଣୀ Māreṇī
- ଦେ. ବି. (ସଂ. ମାରଣ) — ମାରଣ 1 । (ଦେଖ) — ମାରଣ (ଦେଖ). Maraṇa (See)
- ଦେ. ବି. (ସଂ. ମାରଣ) — [ଉ—ବାକି ଯେ ବଞ୍ଚିଲେ ଭୀମଙ୍କ ମାରୁଣୀରୁ, ହଗି ମୂତି ପଲାଇଲେକ ସେ ବନରୁ। କୃଷ୍ଣସିଂହ. ମହାଭାରତ. ବନ]
- ଦେ. ବି. (ସଂ. ମାରଣ) — ମାରୁଅଚା (ଦେଖ) — Māruachā (See)
- ଦେ. ବି. (ସଂ. ମାରଣ) — ବି. ସ୍ତ୍ରୀ—ଘାତୁକୀ ସ୍ତ୍ରୀ — A murderous woman
- ବିଣ. ସ୍ତ୍ରୀ — ହତ୍ୟାକାରୀଣୀ; ଘାତୁକୀ — Murderous (woman.)