ମାରୋଙ୍ଗେ Māroṅge
- ବୈଦେ. କ୍ରି — (ହିନ୍ଦୀ ଭାଷାର ମାରିବା କ୍ରିୟାର ଭବିଷ୍ୟତ କାଳ 1 ମ ପୁରୁଷ 1 ବଚନରେ (ମୈ) ମାରୁଙ୍ଗା, (ହମ୍) ମାରେଙ୍ଗେ) ମୁଁ ମାରିବି ବା ପ୍ରହାର କରିବି — (ହିନ୍ଦୀ ଭାଷାର ମାରିବା କ୍ରିୟାର ଭବିଷ୍ୟତ କାଳ1ମ ପୁରୁଷ1ବଚନରେ (ମୈ) ମାରୁଙ୍ଗା, (ହମ୍) ମାରେଙ୍ଗେ) ମୁଁ ମାରିବି ବା ପ୍ରହାର କରିବି—I shall beat
- ବୈଦେ. କ୍ରି — [ଉ—ଉଠି ନ ପାରି ମାରୁଙ୍ଗା। ଢଗ—ଏହାର ଅର୍ଥ ଏହି ଯେ, ଯେଉଁ ବ୍ଯକ୍ତିର ଶଯ୍ଯାରୁ ଉଠିବାର ଶକ୍ତି ନାହିଁ, ସେ ମୁହଁରେ ମୈ ମାରୁଙ୍ଗା (ମୁଁ ମାରିବି) ବୋଲି ଅସ୍ଫାଳନ କରିବା ନ୍ଯାୟ। ତୁଳ. ହିନ୍ଦୀ ପ୍ରବଚନ—ଊଠ୍ନେଶକତା ନହୀ ଜଗନ୍ନାଥ ଯାତ୍ରା 'କଟୀ ନ ଚଲେ କେଲାକା ଭାର'।]