ମାର୍ ଉତାର୍ Mār utār

  • ଦେ. ବି — ମନ୍ତ୍ର ଯନ୍ତ୍ରାଦିର ପ୍ରୟୋଗ ଏବଂ ସଂହାର; ମନ୍ତ୍ର ଉଚ୍ଚାରଣ ପୂର୍ବକ ଲୋକଙ୍କୁ ବାଣ ମାରିବା ଓ ପରେ ତାହା ପ୍ରତ୍ୟାହାର କରିବା — Application of incantations and charm towards a person and its withdrawal