ମାର୍ କାଟ୍ Mār kāṭ

  • ଦେ. ବି (ସହଚର ଶବ୍ଦ) — ମାରିବା ଓ ହାଣିବା — Beating and cutting
  • ଦେ. ବି (ସହଚର ଶବ୍ଦ) — (ଉ— ଚାରି ଆଡ଼େ ମାର୍ କାଟ୍ ଲାଗିଥିଲା। ନୀଳକଣ୍ଠ. ପିଲାଙ୍କ ରାମାୟଣ।]