ମାରୁଣି Māruṇi

  • ଦେ. ବି. (ସଂ. ମାରଣ) — ମାରଣ; ହତ୍ୟା; ବଧ — Slaughter
  • ଦେ. ବି. (ସଂ. ମାରଣ) — (ଯଥା—ଆମ ଗାଁଆରେ ଆଜି କଂସମାରଣି ଯାତ୍ରା ହେବ।)