ମାରୁତାତ୍ମଜ୍ Mārutātamaja

  • ସଂ. ବି ( 6 ଷ୍ଠୀ ତତ୍; ମାରୁତ+ଆତ୍ମଜ) — ପବନଙ୍କ ସ୍ତ୍ରୀ ଅଞ୍ଜନାଙ୍କ ଗର୍ଭଜାତ ବୀର ହନୁମାନ୍ — The name of the monkey devotee of Rāma Chandra
  • ସଂ. ବି ( 6 ଷ୍ଠୀ ତତ୍; ମାରୁତ+ଆତ୍ମଜ) — (ପାଣ୍ଡୁଙ୍କ ସ୍ତ୍ରୀ କୁନ୍ତୀଙ୍କ ଗର୍ଭରେ ପବନଙ୍କ ଔରସରେ ଜାତ) ଭୀମ — Bhīma, the nd Pāṇḍaba brother