ମାରୁତାଶନ Mārutāṡana

  • ସଂ. ବିଣ (ବହୁବ୍ରୀହି; ମାରୁତ ଅଟେ ଅଶନ ଯାହାର) — ଯେ ପବନ ଖାଇ ପ୍ରାଣଧାରଣ କରେ — Subsisting on air only
  • ବି — ସର୍ପ — Serpent