ମାରୁଆ Māruā

  • ଦେ. ବିଣ. ପୁଂ (ସଂ. ମାରକ) — ଯେ ମାରେ ବା ପ୍ରହାର କରେ — Beating
  • ଦେ. ବିଣ. ପୁଂ (ସଂ. ମାରକ) — ହତ୍ୟାକାରୀ — Killing
  • ଦେ. ବିଣ. ପୁଂ (ସଂ. ମାରକ) — ଯେଉଁ ବ୍ଯକ୍ତି ଅନ୍ଯ- ବ୍ଯକ୍ତିକୁ କ୍ଷତିରେ ପକାଏ — Putting another to loss
  • ଦେ. ବିଣ. ପୁଂ (ସଂ. ମାରକ) — (ଉ—ଜୟ ମାଲ—ମାରୁଆ—ମଉଳା ଲୋଟା। ପ୍ରାଚୀ. ରହସ୍ୟ ମଞ୍ଜରୀ।)
  • ଦେ. ବିଣ. ପୁଂ (ସଂ. ମାରକ) — ନଷ୍ଟ — Spoiled
  • ଦେ. ବିଣ. ପୁଂ (ସଂ. ମାରକ) — ଦୂଷିତ — Polluted
  • ଦେ. ବିଣ. ପୁଂ (ସଂ. ମାରକ) — ଅନ୍ତଃସାର ଶୂନ୍ଯ — Unsubstantial