ମାଫିକ୍ Māphik

  • ବୈଦେ. ଅ (ଆ. ମୁଆପିକ୍) — ଅନୁରୂପ; ମୁତାବକ ଅନୁସାରେ — According to; agreeing with
  • ବୈଦେ. ଅ (ଆ. ମୁଆପିକ୍) — [ଉ—ଇଚ୍ଛା ମାଫିକେ ତୋ ବିଛଣା ବନାଇ ଦିଆଇବି ହୋଇ ଛିଡ଼ା ରେ—କବିସୂର୍ଯ୍ୟ. ସଙ୍ଗୀତ]