ମାଫିଦାର୍ Māphidār

  • ବୈଦେ. ବି (ଫା) — ନିଷ୍କର ବୃତ୍ତି ଭୋଗ କରୁଥିବା ବ୍ଯକ୍ତି — A person holding a rent-free tenure
  • ବୈଦେ. ବି (ଫା) — ଲାଖରାଜଦାର୍ — A person holding a revenue-free land