ମାପ୍ ଚୁପ୍ Māp-chup

  • ଦେ. ବି. —(ନିରର୍ଥକ ସହଚର ଶବ୍ଦ) — ମାପବାକ୍ରିୟା — Measurement
  • ଦେ. ବି. —(ନିରର୍ଥକ ସହଚର ଶବ୍ଦ) — [ଉ—କି ସଉଦା ନେବି କିସ ମୁଁ କିଣିଲି ବସି ମାପଚୁପ ବେଳେ ହୋଇଗଲି ମୁଁ କଣା। ଭିକାରୀ. ଗୀତଲହରୀ।]